୧୭ଟି ଋଣ ଆପ୍ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଋଣ ଆପ୍  ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଋଣ ଆପ୍  ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନୂଆଦିଲ୍ଲୀ:ସରକାର  କିଛି ଆପ୍  ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେପରି ଲୋନ୍ ଆପ୍ ଲୋନ୍ ଦେବା ପ୍ପ୍ରତିଶୁତି ଦେହି ସେମାନଙ୍କର ବ୍ୟକ୍ତିଗତ ବିବରଣୀ ହ୍ୟାକ୍ କରୁଛନ୍ତି, ଯାଆ ଦୂଆର ଆକାଉଣ୍ଟର ପଇସା କାଟିବା ସମ୍ଭାବନା ଅଧିକ ଅଛି । ତେଣୁ ସରକାର ଏହି ବିଷୟକୁ ଦୃଷ୍ଟିରେ ରଖି  କିଛ ଆପ୍  ଡିଲିଟ୍ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି | । ବିପଜ୍ଜନକ କୁହାଯାଉଥିବା ଋଣ ଆପ୍‌ଗୁଡ଼ିକ ହେଉଛି । ଏଏ କ୍ରେଡିଟ୍, ଆମର୍ କ୍ୟାସ୍, ଗୁୟାବାକ୍ୟାସ, ଇଜିକ୍ରେଡିଟ୍, କ୍ୟାସ୍ୱାଓ, କ୍ରେଡିବସ୍, ଫ୍ଲାସ୍‌ଲୋନ୍, ପ୍ରେଷ୍ମାମୋକ୍ରେଡିଟୋ, ପ୍ରେଷ୍ମାମୋସ ଡି କ୍ରେଡିଟୋ-ୟୁମିକ୍ୟାସ, ଗୋ କ୍ରେଡିଟୋ, ଇଷ୍ଟାଣ୍ଟନିଓ, କାର୍ଟେରା ଗ୍ରାଣ୍ଡେ, ରାପିଡୋ କ୍ରେଡିଟୋ, ଫିନ୍‌ଅପ୍ ଅପ୍ ଲେଣ୍ଡିଂ, ୪ଏସ୍ କ୍ୟାସ୍, ଟ୍ରୁନାଇରା ଓ ଇଜି କ୍ୟାସ୍।ଯେଉଁମାନଙ୍କ ଫୋନ୍‌ରେ ଏଥିରୁ କୋଣସି ଗୋଟିଏ ବି ଆପ୍ ରହିଛି ତାହାକୁ ତୁରନ୍ତ ଡିଲିଟ୍ କରି ଡିଭାଇସ୍‌ର ପାସ୍ୱାର୍ଡ ବଦଳାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଆର୍ଥକ ଆକାଉଣ୍ଟ୍ ଓ ୱାଇ-ଫାଇ ପାସ୍ୱାର୍ଡ ବଦଳାଇବାକୁ ମଧ୍ୟ କହିଛନ୍ତି। ନିଜର ଆକାଉଣ୍ଟକୁ ହେକରରୁ ସତର୍କ ହେଇପାରିବ।


No comments:

Post a Comment