ଦେଶରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି
ଦେଶରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବେଲେ |ମୃତ୍ୟୁବରଣ କରିଥିବ ସଂଖ୍ୟା ୬
ନୂଆଦିଲ୍ଲୀ : ଦେଶରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ
ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୨ ଜଣ ଆକ୍ରାନ୍ତି ଚିହ୍ନଟ କରାଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ର
ମନ୍ତ୍ରାଳୟ ୱେବ୍ସାଇଟ୍ରୁ ଜଣାପଡ଼ିଛି।
ଏହାକୁ ମିଶାଇ ଦେଶରେ ରେ ସମ୍ପ୍ରତି ସମୁଦାୟ ସକ୍ରିୟ ଆକ୍ରାନ୍ତିଙ୍କ
ସଂଖ୍ୟା ୪,୦୯୭ ରେ ପହଞ୍ଚିଛି। ଏହାଛଡ଼ା, ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁବରଣ କରିଥିବ ଥୂବା ୬ଜଣ ଆକ୍ରାନ୍ତିଙ୍କ
ମଧ୍ୟ ମଧ୍ଯରେ ମହାରାଷ୍ଟ୍ରରୁ ୨ଜଣ ଏବଂ ଦିଲ୍ଲୀ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଓ କେରଳରୁ ଜଣେ ଲେଖାଏଁ
ଥିବା କଥା ଜଣାପଡ଼
ଘର ଚିକିତ୍ସା ପାଇଁ କିଛି ନିୟମ |
- କେବେ ବି ଖାଲି ପେଟରେ ରହନ୍ତୁ ନାହିଁ।ଉପବାସ କରନ୍ତୁ ନାହିଁ।
- ଦିନର ସମୟ |ପ୍ରତ୍ଯହ ଏକ ଘଣ୍ଟା ସୂର୍ଯ୍ୟ କିରଣ ସେଵନ କରନ୍ତୁ।
- ଶୀତରୁ ନିଜକୁ ରକ୍ଷା କର ଏବଂ ଗରମ ପାଣି ପିଅନ୍ତୁ, ଗଳାକୁ ଆଦ୍ର ରଖନ୍ତୁ।
- ସୋରିଷ ତେଲ ନାକରେ ଲଗାନ୍ତୁ। ବିଡ୍ ଠାରୁ ଦୂରରେ ରୁହ |
- ଘରେ ଶ୍ରୀକର୍ପୁର ଓ ଗୁଗ୍ ଗୁଳ ଜାଳନ୍ତୁ। ଆପଣ ସୁରକ୍ଷିତ ରହନ୍ତୁ।
- ପ୍ରତ୍ୟେକ ପରିବା ରାନ୍ଧିବା ସମୟରେ ସେଥିରେ ଅଧା ଚାମଚ ଶୁଣ୍ଠି ଗୁଣ୍ଡ ପକାନ୍ତୁ।
- ରାତିରେ ଦହି ଖାଆନ୍ତୁ ନାହିଁ। ଥଣ୍ଡା ପାନୀୟରୁ ଦୂରେଇ ରୁହନ୍ତୁ |
- ରୋଗପ୍ରତିରୋଧକଶକ୍ତି ବଢ଼ାଇବା ପାଇଁ ରାତିରେ ହଳଦି ପକାଇ ଏକ ଏକ କପ ଦୁଧ ପିଅନ୍ତୁ ।
- ଘରେ ଶ୍ରୀକର୍ପୁର ଏବଂ ଲଵଙ୍ଗ ପକାଇ ଧୂଆଁ ଦିଅନ୍ତୁ।
- ସକାଳର ଚା' ରେ ଏକ ଗୋଟି ଲବଙ୍ଗ ଏବଂ ଅଦାପକାଇ ପିଅନ୍ତୁ।
- ଫଳ ମଧ୍ୟରେ କେବଳ କମଳା ଅଧିକରୁ ଅଧିକ ଖାଆନ୍ତୁ।
No comments:
Post a Comment